କରୋନା ଭୟରେ ଦିନବେଳେ ଗାଁ ଛାଡ଼ି ଜଙ୍ଗଲକୁ ପଳାଉଛନ୍ତି ଗ୍ରାମବାସୀ

ଜୟପୁର: କରୋନା ଭୟ ପାଇଁ ଦିନରେ ଗାଁ ଛାଡ଼ୁଛନ୍ତି ଲୋକ, ଆଉ ସନ୍ଧ୍ୟାରେ ପୁଣି ଗାଁ କୁ ଫେରୁଛନ୍ତି। ରାତି କାଟିବା ପରେ ସକାଳ ହେଲେ ପୁଣି ଜଙ୍ଗଲକୁ ଯାଉଛନ୍ତି। ଜଙ୍ଗଲରେ ଦିନ ଯାକ ରୋଷେଇ କରି ହୋମ ଯଜ୍ଞ କରୁଛନ୍ତି। ରାଜସ୍ଥାନ-ମଧ୍ୟପ୍ରଦେଶ ସୀମାନ୍ତ ଏକ ଗାଁରେ ଏବେ କିଛି ଏଭଳି ଚାଲିଛି। ମିଳିଥିବା ସୂଚନା ମୁତାବକ ମଧ୍ୟପ୍ରଦେଶ ସୀମାବର୍ତ୍ତୀ ରାଜସ୍ଥାନର ଝାଲାୱାର ଜିଲ୍ଲାର ଗ୍ରାମବାସୀଙ୍କ ମଧ୍ୟରେ କରୋନାକୁ ନେଇ … Continue reading କରୋନା ଭୟରେ ଦିନବେଳେ ଗାଁ ଛାଡ଼ି ଜଙ୍ଗଲକୁ ପଳାଉଛନ୍ତି ଗ୍ରାମବାସୀ